ଆତ୍ମ ସମର୍ପଣ କଲେ ୨୯ ମାଓବାଦୀ

0
765
29-Maoist-surrender
29-Maoist-surrender

ମାଲକାନଗିରି, ୮ା୩ : ସୁକୁମା ଜିଲ୍ଲା ଏଏସପିଙ୍କ ନିକଟରେ ଗୁରୁବାର ସମୁଦାୟ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୨୯ ମାଓବାଦୀଙ୍କ ମଧ୍ୟରେ ୧୧ ମହିଳା ମାଓବାଦୀ ଅଛନ୍ତି। ଦୀର୍ଘଦିନରୁ ଏମାନେ ମାଓ ସଂଗଠନ ସହ ଜଡିତ ଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ପୋଲିସକୁ ସଫଳତା ମିଳିଛି । ନୂଆପଡ଼ା ଏସପିଙ୍କ ନିକଟରେ ମହିଳା ମାଓ କ୍ୟାଡର ସମୁତ୍ରା ଧରୁଆ ଆତ୍ମସମର୍ପଣ କରିଛନ୍ତି । ନିର୍ୟାତନା ସହିନପାରି ସେ ଆତ୍ମସମର୍ପଣ କରିଥିବା କହିଛନ୍ତି। ସମିତ୍ରଙ୍କ ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ଥିଲା ।