ଇବ୍ ସେତୁ : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

0
789
Naveen Patnaik
Naveen Patnaik
ଭୁବନେଶ୍ୱର :  ଇବ୍  ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ।  ଏହି ସେତୁ  ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ନୂତନ ଅଧ୍ୟାୟ ସୃଷ୍ଟି କରିବ।

ଆସନ୍ତାକାଲି ଇବ୍ ନଦୀ ଉପରେ ପଶ୍ଚିମ ଓଡ଼ିଶାର ଦୀର୍ଘତମ ସେତୁ ଉଦଘାଟିତ ହେବ ।   ଏହି ସେତୁର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଇବ୍ ନଦୀ ଉପରେ ୧୧୭.୫୦କୋଟି ଟଙ୍କା ବ୍ୟୟରେ ୨.୫କିମି ଦୀର୍ଘରଏହି ସେତୁ ନିର୍ମାଣ କରାଯାଇଛି । ଏହି ସେତୁ ଜନସାଧାରଣଙ୍କ ଗମାନଗମନ ସମୟ ସଂଚୟ ସହ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।