ଓଡିଶା ରାଜ୍ୟପାଳ ଦାୟିତ୍ୱ ତୁଲାଇବେ ସତ୍ୟପାଲ ମଲ୍ଲିକ

0
872
satypal singh
satypal singh
ଭୁବନେଶ୍ୱର  : ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଆଜି ରାଜ୍ୟପାଳ ଏସ.ସି. ଜମିରଙ୍କର କାର୍ୟ୍ୟକାଳ  ଶେଷ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦ୍ଦେଶ ଅନୁସାରେ ବିହାର ରାଜ୍ୟପାଳଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
୨୦୧୩ ମାର୍ଚ୍ଚ ୨୧ ତାରିଖ ଦିନ ଡଃ ଏସ ସି ଜମିର  ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିଲେ । ଡଃ ଜମିର ଜଣେ ଅଭିଜ୍ଞ ରାଜନୀତିଜ୍ଞ ।  ଡଃ ଜମିର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି ।