ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ରେଂଜରେ ମାଓସମୀକ୍ଷା ତଥା ସ୍ଥିତି ପରଖିବାକୁ ଆଜି ଡିଜିପି ଆର.ପି.ଶର୍ମା କୋରାପୁଟ ଗସ୍ତରେ ଯାଉଛନ୍ତି । ଓଡିଶା ଏବଂ ଛତିଶଗଡ ସୀମୀନ୍ତରେ ମାଓ କାର୍ୟ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହି ଦକ୍ଷିଣ ପଶ୍ଚିମ ରେଂଜରେ ଜଟିଳ ହୋଇ ପଡିଛି ମାଓ ସ୍ଥିତି । ଦିନକୁ ଦିନ ମାଓବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ହିଂସା ମଧ୍ୟ ଦେଖାଦେଇଛି । ଦକ୍ଷିଣ ପଶ୍ଚିମ ରେଂଜରେ ମାଓସମୀକ୍ଷା ତଥା ସ୍ଥିତି ପରଖିବାକୁ ଆଜି ଡିଜିପି ଆର.ପି.ଶର୍ମା କୋରାପୁଟ ଗସ୍ତରେ ଯାଉଛନ୍ତି । ତାଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ କୋରାପୁଟ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଆଇଜି ଅପରେସନ ଆର.ପି.କୋଚେ, ଆଡିସନାଲ ଡିଜି ଏବଂ ଗୁଇନ୍ଦା ବିଭାଗ ଡିଜି ମଧ୍ୟ କୋରାପୁଟ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଥିବା ସୂଚନା ମିଳିଛି ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...