ଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

0
929
Puri Jagannath
Puri Jagannath

ପୁରୀ: ଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ଚନ୍ଦନପୁରର ଦୁଇଜଣ ବ୍ୟକ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ମନ୍ଦିର ପ୍ରଶାସନ ଓ ଅନ୍ୟ ୬ ଜଣ ପକ୍ଷଭୁକ୍ତ ରହିଥିବା ଜଣାପଡିଛି । ପ୍ରାୟ ୫୬ ହଜାର ଏକର ଜମି ଜବରଦଖଲ ହୋଇଥିବାବେଳେ ଏହାକୁ ଜଗନ୍ନାଥଙ୍କ ନାମକୁ ଫେରାଇ ଆଣିବାକୁ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।