ବଙ୍ଗୋପସାଗରର ଉଠିବ ୩ ମିଟର ଉଚ୍ଚତାରେ ଜୁଆର

0
835
bay of bengal
bay of bengal
ଭୁବନେଶ୍ୱର : ବଙ୍ଗୋପସାଗରର  ଉଠିବ ୩ ମିଟର ଉଚ୍ଚତାରେ ଜୁଆର । ୧୭ ରୁ ୨୨ ସେକେଣ୍ଡ ପର୍ୟ୍ୟନ୍ତ ରହିବ  ଜୁଆର ।
ଆସନ୍ତାକାଲିଠାରୁ ୨୪ ତାରିଖ ପର୍ୟନ୍ତ ବଙ୍ଗୋପସାଗରରେ ୨ ରୁ ୩ ମିଟର ଉଚ୍ଚତାରେ ଜୁଆର ଉଠିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବିଙ୍କୁ ଯିବାକୁ ବାରଣ କରାଯାଇଛି । ଜୁଆରର ସ୍ଥାୟିତ୍ୱ ମଧ୍ୟ୧୭ ରୁ ୨୨ ସେକେଣ୍ଡ ପର୍ୟ୍ୟନ୍ତ ରହିବା ନେଇ ସୂଚନା ଦିଆଯାଇଛି । ତେବେ ଏହାର ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ଅଧିକ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।