ବନକଲାଗି ନୀତି ପାଇଁ 5ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

0
946
Puri Jagannath
Puri Jagannath

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀଜିଉଙ୍କ ବନକଲାଗି ନୀତି ବନ୍ଦ ରହିବ।  ଆଜି ଅପରାହ୍ନ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କ ଦର୍ଶନ କରି ପାରିବେ ନାହିଁ । ବନକଲାଗି ନୀତି ସମ୍ପନ୍ନ ହେବା ପରେ ରାତି ୮ଟା ପରେ ଭକ୍ତମାନେ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।