ବଲିଉଡ୍ ଅଭିନେତ୍ରୀ ନରଗିଶ ରାବାଡିଙ୍କ ପରଲୋକ

0
995
shammi

ନୂଆଦିଲ୍ଲୀ: ହିନ୍ଦି ଚଳଚ୍ଚିତ୍ର ଜଗତର ଜଣେ ବର୍ଷିଆନ ଅଭିନେତ୍ରୀ ସାମି ଆଂଟି ଓରଫ ନରଗିଶ ରାବାଡିଙ୍କର ପରଲୋକ ଘଟିଛି। ସାମି ଆଂଟି ନାମରେ ସେ ବେଶ ପରିଚିତ ଥିଲେ। ୧୯୩୧ ମସିହାରେ ଜନ୍ମଗ୍ରହଣ କରଥିବା ସାମି ଆଜି ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସାମି ୨ ଶହରୁ ଅଧିକ ହିନ୍ଦି ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବହୁ ହିନ୍ଦି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ। ସାମି ୨୦୧୩ ପର୍ୟ୍ୟନ୍ତ ଫିଲ୍ମ ଜଗତରେ ସକ୍ରିୟ ରହିଥିଲେ। ମାତ୍ର ଦେହ ଅସୁସ୍ଥତା କାରଣରୁ ସେ ପରେ ଅଭିନୟରୁ ଅବସର ନେଇଥିଲେ ।

shammi dfkhask

 

akhil-mishrashammi-auntysuzanne-bernert

 

shammi aunty.