ବିମାନ ରଦ୍ଦ ହେଲେ ଯାତ୍ରୀମାନଙ୍କୁ ମିଳିବ କ୍ଷତିପୂରଣ

0
907
airindia
airindia
ନୂଆଦିଲ୍ଲୀ : ବିମାନ ରଦ୍ଦ ହେଲେ ଯାତ୍ରୀମାନଙ୍କୁ ମିଳିବ କ୍ଷତିପୂରଣ ।  କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରାଳୟ ସୁପାରିଶ କରିଛନ୍ତି।  ଯାତ୍ରୀମାନଙ୍କୁ କ୍ଷତି ପୂରଣ ବାବଦକୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।
ବିମାନ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବର୍ତମାନ ଖୁସି ଖବର । କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରାଳୟ ସୁପାରିଶ କରିଛନ୍ତି କି ଯଦି ବିମାନରେ ଯାତ୍ରା କରିବା ଲୋକ କୌଣସୀ ଅବହେଳା କିମ୍ବା ବିଳମ୍ବର ସାମନା କରିବାକୁ ପଡେ ଓ ତାଙ୍କ ବିମାନ ରଦ୍ଦ କରିବାକୁ ପଡେ ତେବେ ତାଙ୍କୁ କ୍ଷତି ପୂରଣ ବାବଦକୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।

ମନ୍ତ୍ରାଳୟ ବହୁତ ଶିଘ୍ର ଏହି ସମ୍ପର୍କରେ ଅନୁମତି ପତ୍ର ଆଣିବାକୁ ଯାଉଛି । ଏୟାରଲାଇନ ଏହି ବୁଝାବଣାର ବିରୋଧରେ ଅଛନ୍ତି  କାହିଁକି ନା ଭାରତରେ ଘରୋଇ ବିମାନର ଭଡା ପ୍ରଥମରୁ ହିଁ ବହୁତ କମ ଅଛି । କମ୍ପାନୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି କି ଯଦି ଅନୁମତି ପତ୍ର ଆସିବ ତେବେ ଘରୋଇ ବିମାନର ଭଡା ମଧ୍ୟ ବଢାହେବ ।  ଜେଟ ଏୟାରବେଜ, ଇଣ୍ଡିଗୋ ସ୍ପାଇସଜେଟ ଏବଂ ଗୋଏୟାରର ସରକ୍ଷଂଣ ଦେଉଥିବା ଦ ଫେଡରେସନ ଅଫ ଇଣ୍ଡିଆନ ମନ୍ତ୍ରାଳୟକୁ ଲେଖିଛନ୍ତି କି ତାଙ୍କର ବୁଝାବଣା ଏହାକି ପ୍ରଥମରୁ ଥିବା ନିୟମ ଓ କ୍ଷତିପୂରଣର ସ୍ତର ପ୍ରଥମରୁ ଉଚିତ୍ ଓ ପର୍ଯ୍ୟପ୍ତ ପକ୍ରିୟାରେ ଯାତ୍ରୀଙ୍କ ଆଗ୍ରହକୁ ରକ୍ଷା କରୁଛନ୍ତି । ଯଦି କ୍ଷତିପୂରଣ ବଢାଇଦିଆଯାଇଛି ତେବେ ଯାତ୍ରମାନ୍ଙକ ଭଡା ମଦ୍ୟ ବଢାଇ ଦିଆଯିବ ।