ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି : ନିରଞ୍ଜନ

0
962
niranjan patnaik
niranjan patnaik
ଭୁବନେଶ୍ୱର :  ଦଳରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବନି । ଦଳରେ ଆମୂଳଚୂଳ ପରିବର୍ତନ ହେବ । ଦଳୀୟ ଶୃଙ୍ଖଳାକୁ ବହୁତ ଗୁରୁତ୍ୱ ଦିଆଯିବ । ଏହିପରି କଡା ଆଭିମୁଖ୍ୟ ନେଇ ଏବେ କାର୍ଯ୍ୟ କରିବା ପାଇଁ ନୂଆ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ  ପ୍ରୟାସ ।ଥିଲା ।

 ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଆଜି କହିଥିଲେ ପ୍ରଭାରୀ କହିସାରିଛନ୍ତି ଦଳରେ ଆମୂଳଚୂଳ ପରିବର୍ତନ ହେବ । ତାହାକୁ ନିଶ୍ଟିତ କାର୍ଯ୍ୟ କରାଯିବ । ଏପରିକି ପ୍ରଭାରୀଙ୍କ କାନ୍ଧରେ ବନ୍ଧୁକ ରଖି ନିଜ ବିରୋଧୀଙ୍କ ପକ୍ଷଛେଦନ ପାଇଁ ସେ ପ୍ରୟାସ କରିଥିବା ଏବେ ଏବେ ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି । ତେବେ ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କ ପ୍ରଶ୍ନରର ଉତ୍ତରରେ କହିଛନ୍ତି ଦଳର ଫୋକସରେ ଏବେ ବୁଥ ରହିଛି । ଦଳରେ ଆମୂଳଚୂଳ ପରିବର୍ତନ ହେବ । ଯେଉଁମାନେ କର୍ମଠ ସହ ଦଳରେ ଅନୁଶାସନ ଉପରେ ଅଧିକ ଗୁରୁତ୍ବ ଦିଆଯିବ ।