ଲାଞ୍ଚ ନେଲା ବେଳେ ଧରାପଡ଼ିଲେ : ଗିରଫ

0
892
bribe money
bribe money

ନୟାଗଡ଼ :  ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ  ସିଏଚ୍‌ସି ଆକାଉଣ୍ଟାଣ୍ଟ ପ୍ରଦୀପ କୁମାର ଆଚାର୍ଯ୍ୟ।  ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ।