ଲିଙ୍ଗରାଜ ମନ୍ଦିର ନିକଟରେ ଅଗ୍ନିକାଣ୍ଡ

0
972
fire
fire

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ପୂଜାସାମଗ୍ରୀ ଦୋକାନ ଜଳି ଯାଇଛି। ଘଟଣାସ୍ଥଳରେ ୨ଟି ଦମକଳ ଦ୍ୱାରା ନିଆଁ ଲିଭା ଜାରି ରହିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।

 

Khabar Odisha: Fire-at-old-town-on-front-lingaraj-market

lingaraj bbsr lingaraj temple