ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ଯବାନ ଗୁରୁତର

0
803
maoist
maoist

ମାଲକାନଗିରି : ଛତିଶଗଡ଼ ବିଜାପୁର ଭୁପାଲପାଟନମରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯାଇଛନ୍ତି। ଏଥିରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ସୀମାରେ ପୁଣି ମାଓବାଦୀ ରଚିଛନ୍ତି ବର୍ବରକାଣ୍ଡ।   ସେମାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

କିଛିଦିନ ପୂର୍ବରୁ  ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏଥିରେ ୯ ଜଣ ଯବାନ ସହିଦ ହୋଇଥିଲେ। ଲାଲବାହିନୀର ଭୟଙ୍କର ଆଇଇଡି ବିସ୍ଫୋରଣରେ ସିଆରପିଏଫର ଏକ ଗାଡିକୁ ଧ୍ୱଂସ ହୋଇଯାଇଥିଲା।