ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ

0
1029
Puri-Jagannath-Temple
Puri-Jagannath-Temple
ପୁରୀ :  ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ।   ୧୦ ଜଣିଆ ସଦସ୍ୟ ଚୂଡ଼ାନ୍ତ ତାଲିକା ନେଇ ଆଇନ ବିଭାଗ ପକ୍ଷରୁ ଗୁରୁବାର ପ୍ରକାଶ ପାଇଛି ଗେଜେଟ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି କମିଟିର ସ୍ଥାୟୀ ସଭାପତି ରହିଛନ୍ତି । ଗଜପତିଙ୍କ ବ୍ୟତୀତ ଏହି କମିଟିରେ ଆଉ ୧୦ ଜଣ ସଦସ୍ୟ ରହିଛନ୍ତି । ସେମାନେ ହେଲେ ସିର୍ଦ୍ଦେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମ ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଏବଂ ମହିମୋହନ ତ୍ରିପାଠୀ ।