ସୁଂଟି ବେଳେ ଅନୁଭବ ମହାନ୍ତି ଆହତ

0
984
anuvab
anuvab
କଟକ :ଫିଲ୍ମ ସୁଂଟି ବେଳେ ଅଭିନେତା ଅନୁଭବ ମହାନ୍ତି ଆହତ ହୋଇଛନ୍ତି।  ତାଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।  ଅନୁଭବ ସମ୍ପୂର୍ଣ୍ଣ ସୁସ୍ଥ ଥିବା  ପ୍ରୋଯୋଜନା ସଂସ୍ଥା ପକ୍ଷରୁ  କୁହାଯାଇଛି।
ଓଲିଉଡ଼ ଜଗତର ସୁପରଷ୍ଟାର ଅଭିନେତା ଅନୁଭବ ମହାନ୍ତି ଆହତ ହୋଇଛନ୍ତି। ଫିଲ୍ମ ସୁଂଟି ବେଳେ ସେ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ତରଙ୍ଗ ସିନେ ପ୍ରଡକ୍ସନର ନିର୍ମାଣାଧିନ ଏକ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ଏକ ଷ୍ଟଣ୍ଟ ସିନ୍‌ ସୁଟିଂ ବେଳେ ଅନୁଭବଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ତେବେ ପ୍ରୋଯୋଜନା ସଂସ୍ଥା ତରଙ୍ଗ ପକ୍ଷରୁ ଅନୁଭବ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଛି।