ସ୍ମିଥଙ୍କୁ ଦଣ୍ଡିତ କଲା ଆଇସିସି

0
947
smith
smith

ନୂଆଦିଲ୍ଲୀ :    ଆଇସିସି ସ୍ମିଥଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିଥିବା ବେଳେ  ଜୋରିମାନା ଭାବେ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଛି।  ଓପନର ବାନକ୍ରଫ୍ଟଙ୍କ ଉପରେ ମଧ୍ୟ ଜୋରିମାନା ଭାବେ  ୭୫ ପ୍ରତିଶତ ମ୍ୟାଚ୍ ଫି କାଟିଛନ୍ତି। ଆଇସିସି ସ୍ମିଥଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିଥିବା ବେଳେ  ଜୋରିମାନା ଭାବେ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଛି। ଓପନର ବାନକ୍ରଫ୍ଟଙ୍କ ଉପରେ ମଧ୍ୟ ଜୋରିମାନା ଭାବେ  ୭୫ ପ୍ରତିଶତ ମ୍ୟାଚ୍ ଫି କାଟିଛନ୍ତି। ବାନକ୍ରଫ୍ଟଙ୍କ ଉପରେ  ୩ ଡିମେରିଟ୍ ଅଙ୍କ ଯୋଡା ଯାଇଛି। ଆଇସିସି ଟ୍ଵିଟ୍ କରି ଏହା ବଲ ଟାମ୍ପରିଂ ମାମଲାରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) କଡା କାର୍ୟ୍ୟାନୁଷ୍ଠାନ ନେଇଛି। ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ ସ୍ମିଥ ଓ ଓପନର କାମେରନ ବାନକ୍ରଫ୍ଟଙ୍କୁ ଆଇସିସି ଦୋଷୀ ସାବ୍ୟସ୍ତ କରିଛି। ଦଣ୍ଡ ସ୍ଵରୂପ ଆଇସିସି ସ୍ମିଥଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରିଥିବା ବେଳେ  ଜୋରିମାନା ଭାବେ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଛି। ଓପନର ବାନକ୍ରଫ୍ଟଙ୍କ ଉପରେ ମଧ୍ୟ ଜୋରିମାନା ଭାବେ  ୭୫ ପ୍ରତିଶତ ମ୍ୟାଚ୍ ଫି କାଟିଛନ୍ତି। ବାନକ୍ରଫ୍ଟଙ୍କ ଉପରେ  ୩ ଡିମେରିଟ୍ ଅଙ୍କ ଯୋଡା ଯାଇଛି। ଆଇସିସି ଟ୍ଵିଟ୍ କରି ଏହାର ସୂଚନା ଦେଇଛି।

ଆଇସିସି ନିଜର ଓ୍ଵେବସାଇଟରେ ବୟାନ ଜାରି କରି କହିଛି ଯେ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ ବଲ ଟାମ୍ପରିଂ ଯୋଜନାରେ ସାମିଲ ଥିବା ସ୍ଵୀକାର କରିବା ପରେ ଆଇସିସି ତାଙ୍କୁ ଗୋଟିଏ ମ୍ୟାଚରେ ନିଲମ୍ବିତ କରିବା ସହିତ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଛନ୍ତି। ଆଇସିସିର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ଡେଭିଡ ରିଚାର୍ଡସନ ସ୍ମିଥ୍ ଆଚାର ସଂହିତାର ଅନୁଚ୍ଛେଦ ୨.୨.୧ର ଉଲ୍ଲଂଘନ କରିଛନ୍ତି।