୧୮ରେ ଓଜେଇଇ କାଉନସେଲିଂ

0
985
ojee
ojee
ଭୁବନେଶ୍ୱର :  ଆସନ୍ତାକାଲି ହେବାକୁ ଥିବା କାଉନସେଲିଂକୁ ଆଗାମୀ ୧୮ ତାରିଖକୁ ଘୁଂଚାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ।

ଘୁଂଚିଲା ଓଜେଇଇ କାଉନସେଲିଂ । ଆସନ୍ତାକାଲି ହେବାକୁ ଥିବା କାଉନସେଲିଂକୁ ଆଗାମୀ ୧୮ ତାରିଖକୁ ଘୁଂଚାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ।

ସୂଚନାଯୋଗ୍ୟ କି, ଆସନ୍ତାକାଲିଠାରୁ କାଉନସେଲିଂ ହେବା ନେଇ ଆଗରୁ ସୂଚନା ଦିଆଯାଇଥିଲା । କିନ୍ତୁ ଶେଷ ମୁହୁର୍ତରେ ସର୍ଭରରେ କିଛି ତୃଟି ଥିବା ଜଣା ପଡିଥିଲା । ସେଥିପାଇଁ କର୍ତୃପକ୍ଷ ଏହାକୁ ୧୮ ତାରିଖକୁ ଘୁଂଚାଇ ଦେଇଥିବା କହିଛନ୍ତି ।