୩ ମିଲିୟନ ରେକର୍ଡ କ୍ଲବରେ ଧିରେ ଧେିରେ ପ୍ରେମ କ୍ୟାରୋକେ ଭର୍ଜନ

0
1095

ଭୁବନେଶ୍ୱର: ଅକ୍ଷୟ କୁମାର ପରିଜାଙ୍କ ପଯୋଜିତ ଚଳଚ୍ଚିତ୍ର ଅଗସ୍ତ୍ୟାରେ ଇଣ୍ଡଆନ୍ ଆଇଡଲ୍ ଜୁନିଅର ଟାଇଟାଲ୍ ଜିତିôତବା ଅନନ୍ୟ ଶ୍ରୀତମ ନନ୍ଦ ଗାଇଥିବା ଧିରେ ଧିରେ ପ୍ରେମ ହୋଇଗଲା ଏବେ ୟୁଟୁବ୍ରେ ରେକର୍ଡ କରିଛି । ଆମରା ମ୍ୟୁଜିକ ପକ୍ଷରୁ ଓଡିଶାରେ ପ୍ରଥମ କ୍ୟାରୋକେ ଭର୍ଜନ ଏହି ଗୀତକୁ ୟୁଟୁବ୍ରେ ଅପଲୋଡ୍ କଲାପେରେ ଏହା ୩୦ ଲକ୍ଷରୁ ଉଦ୍ଧ୍ୱର୍ୁ ଭିୱରଙ୍କ ଦ୍ୱାରା ଆଦୃତ ହେବା ସହିତ ସାଉଁଟିଛଇ ଢେର ସାରା ପ୍ରଶଂସା । ଯାହାକି ଓଡିୃା ଚଳଚ୍ଚିତ୍ରରେ ବ ର୍ମାନ ସୁଦ୍ଧା କୌଣସି ଗୀତ ଏହି ପରିମାଣର ପ୍ରସିଦ୍ଧି ହାସଲ କରିବାରେ ସମର୍ଥ ହୋଇନଥିଲା । ଏ ନେଇ ଚଳଚ୍ଚିତ୍ରର ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଫିଲ୍ମ ପ୍ରଯୋଜନା ସଂସ୍ଥା ଓ ଆମରା ମ୍ୟୁଜିକ୍ କମ୍ପାନୀ ଓ ଦର୍ଶକମାନଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ଗୀତର ପୂର୍ବ ଲୋକପ୍ରିୟତାକୁ ଆଖିରେ ରଖି ଓଡିଶାରେ ପ୍ରଥମ କରି ଆମେ ଏକ୍ସପେରିମେ ୍ ଭାବେ ନେଇ ଆମେ ଅନେକ ସଫଳ ହୋଇଛୁ ବୋଲି ଆମରା ମ୍ୟୁଜିକ ପକ୍ଷରୁ ସୂଚନା ଦି÷ଆଯାଇଛି ।