୪ ଦିନ ପ୍ରଭାବିତ ହୋଇପାରେ ଡ଼ାକସେବା : ମୁଖ୍ୟ ଡ଼ାକପାଳ

0
960

ଭୁବନେଶ୍ୱର: ସିଷ୍ଟମରେ ନୂଆ ସଫ୍ଟୱ୍ୱେର ସଂଯୋଗ ହୋଇଥିବାରୁ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହୋଇଥିବା ଭୁବନେଶ୍ୱର ବରିଷ୍ଠ ଡାକପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ୪ ଦିନ ଧରି ରାଜ୍ୟରେ  ଡାକସେବାରେ ବ୍ୟାଘାତ ସୃଷ୍ଟି ହେବା ସହ ଏକପ୍ରକାର ବନ୍ଦ ରହିଥିବା ନେଇ ସେ କହିଛନ୍ତି। ମରାମତି ଚାଲିଥିବାବେଳେ ୭୨ ଘଂଟା ପରେ ଡାକସେବା ସ୍ୱାଭାବିକ ହେବା ନେଇ ସେ କହିଛନ୍ତି।