ଭୁବନେଶ୍ୱର : ଶୁକ୍ରବାର ଦିନ ୨୪ ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯିବ । ବିଧାନସଭା ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକମାନଙ୍କୁ ସମ୍ମାନୀତ କରିବେ । ୨୦୦୯ରୁ ୨୦୧୬ ମସିହା ମଧ୍ୟରେ ବିଧାୟକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରଯିବ । ପଣ୍ଡିତ ନିଳକଣ୍ଠ ଦାସ ସମ୍ମାନ, ଉକ୍ରଳ ଗୌରବ ମଧୂସୁଦନ ସମ୍ମାନ ଓ ଉକ୍ରଳମଣି ଗୋପବନ୍ଧୁ ସମ୍ମାନ ପ୍ରଦାନ କରାଯିବ ବୋଲି ବିଧାନସଭା ସୂତ୍ରରୁ ଜଣାପଡିଛି ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...