୪ରୁ ବିଧାନସଭା ଅଧିବେଶନ

0
402
assembly
assembly

ଭୁବନେଶ୍ୱର  :  ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ମାସ ୪ ତାରିଖରୁ  ଆରମ୍ଭ ହେବ। ପ୍ରଥମ ଦିନରେ ଅର୍ଥାତ୍ ୪ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୧ଟି କାର୍ଯ୍ୟ ଦିବସ ରହିଛି । ୧୭ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରାଯିବ।