ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ
ପୁରୀ : ଆଜି ବ୍ୟବସ୍ଥିତ ଏବଂ ଶୃଂଖଳିତ ଭାବରେ ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ। ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ନିକଟରେ ଭଂଗାରୁଜା ସହ ପୋଡାଜଳା କରିଥିବା ଅଭିଯୋଗରେ ୨୦ ଜଣଙ୍କୁ...
ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥା
ପୁରୀ : ଏଣିକି ମନ୍ଦିରରେ ବଦଳିଛି ଧାଡି ଦର୍ଶନ ବ୍ୟବସ୍ଥା । ଆସନ୍ତା କାଲିଠାରୁ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଆମିକସକ୍ୟୁରିଙ୍କ ଗସ୍ତ ପରେ ଠାକୁରଙ୍କ ଦର୍ଶନ ବ୍ୟବସ୍ଥାରେ ସୁଧାର ଅଣାଯାଇଛି ।
ପୁରୀ...
ଶ୍ରୀମନ୍ଦିର ସଂସ୍କାର ଆଲୋଚନା : ତିନୋଟି ପ୍ରସ୍ତାବରେ ଅସହମତି
ପୁରୀ : ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶ୍ରୀମନ୍ଦିର ସଂସ୍କାର ବୈଠକରେ ୧୨ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୩ ଟି ପ୍ରସ୍ତାବ ଉପରେ ଅସହମତି ପ୍ରକାଶ ପାଇଥିଲା।
ଶ୍ରୀମନ୍ଦିରରେ ଆମିକସ କ୍ୟୁରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା...
ଶ୍ରୀମନ୍ଦିର ସଂସ୍କାର : ୨୦ରେ ଓଡିଶା ଆସିବେ ଆମିକସ କ୍ୟୁରି
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଓଡିଶା ଆସୁଛନ୍ତି ଆମିକସ କ୍ୟୁରି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀରେ ପହଞ୍ଚିବା ପରେ ସେପ୍ଟେମ୍ବର ୨୧ ...
ନୂଆଁଖାଇ: ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ
ଭୁବନେଶ୍ୱର : ନୂଆଁଖାଇ ପର୍ବ ଲାଗି ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ମଧ୍ୟ ଚଳଚଞ୍ଚଳ। ନିର୍ଦ୍ଧାରିତ ସମୟ ଅନୁସାରେ ମାଆ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହୋଇଛି।
ଆଜି ପଶ୍ଚିମ ଓଡ଼ିଶାର...
୬୦ ବର୍ଷ ପରେ ଫେରିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି
ନୂଆଦିଲ୍ଲୀ : ୬୦ ବର୍ଷ ପରେ ଭାରତକୁ ଫେରିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି । ସ୍ୱାଧୀନତା ଦିବସ ସମାରୋହ ଅବସରରେ ଲଣ୍ଡନରେ ଲଣ୍ଡନ ପୋଲିସ ଭାରତକୁ ଏହି ପ୍ରାଚୀନ ମୂର୍ତ୍ତି ଫେରାଇ ଦେଇଛି ।
ସ୍ୱାଧୀନତା...
‘ସାବାସ ବିଜୁ’ ଚଳଚ୍ଚିତ୍ର କଳାକାର ସମ୍ବର୍ଦ୍ଧିତ
ଭୁବନେଶ୍ବର : ‘ସାବାସ ବିଜୁ’ ଚଳଚ୍ଚିତ୍ରର କଳାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଅଭିନୟ କରିଥିବା ଶିଶୁ କଳାକାର ସ୍ନେହାଲ ସୁଜୟ ମହାନ୍ତି, ଶୁଭାଙ୍ଗୀ ପଣ୍ଡା ଓ କଲ୍ୟାଣୀ ପଣ୍ଡାଙ୍କୁ...
ଭବିଷ୍ୟତ ଦକ୍ଷତାକୁ ଆଗକୁ ବଢ଼ାଇବ ସ୍କିଲ ମ୍ୟୁଜିୟମ : ମୁଖ୍ୟମନ୍ତ୍ରୀ
କଟକ : ପ୍ରାଚୀନ ଦକ୍ଷତା ଆଧୁନିକ ଦକ୍ଷତା ସହ ଯୋଡ଼ିବା ସହିତ ଭବିଷ୍ୟତ ଦକ୍ଷତାକୁ ମଧ୍ୟ ଆଗକୁ ବଢ଼ାଇବ ବୋଲି ସ୍କିଲ ମ୍ୟୁଜିୟମକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ ଯୁବ ପ୍ରତିଭାମାନଙ୍କ...
ଶ୍ରୀମନ୍ଦିର ଚାବି ହଜିବା ଘଟଣା: ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ, ଆଗଷ୍ଟ ୭ରେ ପରବର୍ତ୍ତୀ ଶୁଣାଣୀ
ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ଆଜି ଜଷ୍ଟିସ ରଘୁବୀର ଦାଶ କମିଶନଙ୍କ ପ୍ରଥମ ବୈଠକ ବସିଥିଲା । ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି...
ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ଐତିହ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଏତଦ୍ ବ୍ୟତୀତ ଆଉ ୩...