ଚାରା ଦୁର୍ନୀତିକୁ ନେଇ ଅଡୁଆରେ ସରକାର
ଭୁବନେଶ୍ୱର : ଚାରା ଦୁର୍ନୀତିକୁ ନେଇ ବିରୋଧିଙ୍କ ଟାର୍ଗେଟରେ ସରକାର । ଦୁନୀତିକୁ ଘଂଟ ଘୋଡାଇବାକୁ ହୋଇଥିବା ଉଦ୍ୟମ ପାଇଁ ଓଡୁଆରେ ପଡିଛନ୍ତି ରାଜ୍ୟ ସରକାର ।
ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ...
୭୬ବର୍ଷରେ ଦେବୁ ବୋଷଙ୍କ ପରଲୋକ
କଟକ: ବର୍ଷିଆନ ଅଭିନେତା ଦେବୁ ବୋଷ ୭୬ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୪ ମାସ ହେଲା ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ଓଡିଆ ଚଳଚ୍ଚିତ୍ର...
‘ବତି ଗୁଲ ମିଟର ଚାଲୁ’ ଟ୍ରେଲର ରିଲିଜ ,ଡିସେମ୍ବର ୨୧ରେ ସିନେମା
ମୁମ୍ବାଇ : ସିନେମା ‘ବତି ଗୁଲ ମିଟର ଚାଲୁ’ ଟ୍ରେଲର ରିଲିଜ ହୋଇଛି । ଏହି ସନେମାଟି ବିଜୁଳି କାଟ ଉପରେ ତିଆରି ହୋଇଛି । ଏହା ଡିସେମ୍ବର ୨୧ରେ ରିଲିଜ ହେବ ।
ଶାହିଦ କପୁର...
‘ସାବାସ ବିଜୁ’ ଚଳଚ୍ଚିତ୍ର କଳାକାର ସମ୍ବର୍ଦ୍ଧିତ
ଭୁବନେଶ୍ବର : ‘ସାବାସ ବିଜୁ’ ଚଳଚ୍ଚିତ୍ରର କଳାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଅଭିନୟ କରିଥିବା ଶିଶୁ କଳାକାର ସ୍ନେହାଲ ସୁଜୟ ମହାନ୍ତି, ଶୁଭାଙ୍ଗୀ ପଣ୍ଡା ଓ କଲ୍ୟାଣୀ ପଣ୍ଡାଙ୍କୁ...
‘ପଲ୍ଟନ୍’ ର ଟ୍ରେଲର ରିଲିଜ୍
ନୂଆଦିଲ୍ଲୀ : ଦେଶାତ୍ମବୋଧକ ଚଳଚ୍ଚିତ୍ର ‘ପଲଟନ୍’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ରିଲିଜ୍ ହେବା ମାତ୍ରେ ଦର୍ଶକ ଏହାକୁ ବେଶ୍ ପସନ୍ଦ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ ୭ ତାରିଖରେ ରିଲିଜ୍ ହେବ ଏହି ଚଳଚ୍ଚିତ୍ର।
‘ବର୍ଡର’...
ମୃତ୍ୟୁ ସହ ଖେଳ
ମୁମ୍ବାଇ : ମୁମ୍ବାଇର ଜିଟିବି ରେଳ ଷ୍ଟେସନ୍ରୁ ସିଏସ୍ଏମ୍ଟି ଷ୍ଟେସନ୍ ମଧ୍ୟରେ ଚାରିଜଣ ଯୁବକ ଖୋଲାଖୋଲି ଭାବେ ଚଳନ୍ତା ଟ୍ରେନ୍ରେ ଷ୍ଟଣ୍ଟ ଦେଖାଉଛନ୍ତି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଜିଆରପି ସେହି...
ଝିଅ ବୋଲ୍ଡ ଫଟୋ ଦେଖି ଶାହରୁଖ୍ ଖାନ୍ ଆନନ୍ଦିତ
ମୁମ୍ବାଇ: ଝିଅ ବୋଲ୍ଡ ଫଟୋ ଦେଖି ଶାହରୁଖ୍ ଖାନ୍ ଆନନ୍ଦିତ ହୋଇଛନ୍ତି। ସେ ଏଥିପାଇଁ ଏକ ଭାବପ୍ରବଣ ମେସେଜ୍ ଲେଖି ଓ୍ଵଗ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି କିଙ୍ଗ୍ ଖାନ୍।
ବଲିଉଡ ସୁପରଷ୍ଟାର୍ ଶାହରୁଖ୍ ଖାନ୍ଙ୍କ...
ହୀମା ଦାସଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ଅକ୍ଷୟ କୁମାର
ନୂଆଦିଲ୍ଲୀ : ଧାବକ ହୀମା ଦାସଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବେ ଅକ୍ଷୟ କୁମାର। ସେ କହିଛନ୍ତି ଆମକୁ ଏହି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହ ସମର୍ଥନ କରିବା ଆବଶ୍ୟକ।
ଫିନ୍ଲ୍ୟାଣ୍ଡର ୨୦ ବର୍ଷରୁ...
ସୂର୍ଯ୍ୟମନ୍ଦିର ବର୍ଷାଜଳ ନିଷ୍କାସନ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର : ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ନିଷ୍କାସନ ନେଇ କେନ୍ଦ୍ରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ତୁରନ୍ତ ଦୃଷ୍ଟିଦେଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ...
ଜିରୋ’ – ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ ଟକ୍କର
ମୁମ୍ବାଇ : ଡିସେମ୍ବରରେ ଶାହାରୁଖ ଖାନଙ୍କର ଜିରୋ’ ଏବଂ ଅନୁପମ ଖୈରଙ୍କର ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ ମଧ୍ୟରେ ହେବ ଟକ୍କର ।
ଏଥର ବଲିଉଡ ଡିସେମ୍ବରରେ ହିଁ ନିଜର ଅନେକ ବଡ଼ ଫିଲ୍ମ...