Snowfall : 42 Odia pilgrims stranded in Badrinath
Ganjam: Intense snowfall at badrinath made hundreds of pilgrims stranded among which 42 belongs to odisha. Govt. of Odisha sought help in this regard...
ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ
ପୁରୀ : ଆଜି ବ୍ୟବସ୍ଥିତ ଏବଂ ଶୃଂଖଳିତ ଭାବରେ ଶ୍ରୀମନ୍ଦିରରେ ସ୍ୱାଭାବିକ ଚାଲିଛି ଧାଡି ଦର୍ଶନ। ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ନିକଟରେ ଭଂଗାରୁଜା ସହ ପୋଡାଜଳା କରିଥିବା ଅଭିଯୋଗରେ ୨୦ ଜଣଙ୍କୁ...
ପୁନଃତର୍ଜମା ହେବ ଧାଡି ଦର୍ଶନ ବ୍ୟବସ୍ଥା : ପୁରୀ ଜିଲ୍ଲାପାଳ
ଭୁବନେଶ୍ୱର : ଧାଡି ଦର୍ଶନ ବ୍ୟବସ୍ଥାର ପୁନଃତର୍ଜମା କରାଯିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲପାଳ ଜ୍ୟୋତିପ୍ରକାଶ ଦାଶ। ପୁରୀରେ ହିଂସାକାଣ୍ଡ ପଛରେ କିଛି ଅସମାଜିକ ଲୋକଙ୍କ ହାତ ରହିଥିବା ସେ ପ୍ରକାଶ କରିଥିବା...
ଗାନ୍ଧୀଜୀ ଜୟନ୍ତୀ ପାଳନ ହେବ ୨ ବର୍ଷ
ଭୁବନେଶ୍ୱର : ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଦୁଇ ବର୍ଷ ଧରି ପାଳନ କରାଯିବ । ଆସନ୍ତା ଅକ୍ଟୋବର ୨ତାରିଖରୁ ୨୦୨୦ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା...
ଶ୍ରୀମନ୍ଦିର ସଂସ୍କାର : ୨୦ରେ ଓଡିଶା ଆସିବେ ଆମିକସ କ୍ୟୁରି
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଓଡିଶା ଆସୁଛନ୍ତି ଆମିକସ କ୍ୟୁରି। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀରେ ପହଞ୍ଚିବା ପରେ ସେପ୍ଟେମ୍ବର ୨୧ ...
୬୦ ବର୍ଷ ପରେ ଫେରିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି
ନୂଆଦିଲ୍ଲୀ : ୬୦ ବର୍ଷ ପରେ ଭାରତକୁ ଫେରିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି । ସ୍ୱାଧୀନତା ଦିବସ ସମାରୋହ ଅବସରରେ ଲଣ୍ଡନରେ ଲଣ୍ଡନ ପୋଲିସ ଭାରତକୁ ଏହି ପ୍ରାଚୀନ ମୂର୍ତ୍ତି ଫେରାଇ ଦେଇଛି ।
ସ୍ୱାଧୀନତା...
ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ଐତିହ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଏତଦ୍ ବ୍ୟତୀତ ଆଉ ୩...
ସିଂହଦ୍ୱାରରେ ତିନି ରଥ : କାଲି ସୁନାବେଶ
ପୁରୀ : ସିଂହଦ୍ୱାର ନିକଟରେ ପହଞ୍ଚିଯାଇଛି ତିନି ରଥ । ଜନ୍ମବେଦୀରେ ୯ ଦିନ ପର୍ଯ୍ୟନ୍ତ ରହିବା ପରେ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜୀଉ । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ପୁରୀଠାରେ...
ରଥାରୂଢ ହେଲେ, ବାହୁଡିବେ ତିନିଠାକୁର
ପୁରୀ : ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ତିନିଠାକୁର । ପହଣ୍ଡି ବିଜେ ନୀତି ଶେଷ ହୋଇଥିବା ବେଳେ ରଥାରୂଢ ହୋଇଛନ୍ତି ତିନିଠାକୁର । ଅପରପକ୍ଷରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ...
ସୂର୍ଯ୍ୟମନ୍ଦିର ବର୍ଷାଜଳ ନିଷ୍କାସନ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର : ସୂର୍ଯ୍ୟମନ୍ଦିର ପରିସରରେ ବର୍ଷାଜଳ ନିଷ୍କାସନ ନେଇ କେନ୍ଦ୍ରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ତୁରନ୍ତ ଦୃଷ୍ଟିଦେଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ...