ଭୁବନେଶ୍ୱର : ଚିଟଫଣ୍ଡ କ୍ଷତିଗ୍ରସ୍ତ ସ୍ୱଳ୍ପ ଜମାକାରୀ ମାନଙ୍କୁ ଟଙ୍କା ଫେରସ୍ତ ଆରମ୍ଭ ହୋଇଛି। ବାଲେଶ୍ୱରରେ ଚିଟଫଣ୍ଡ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସ୍ୱଳ୍ପ ଜମାକାରୀ ମାନଙ୍କୁ ଟଙ୍କା ଫେରସ୍ତ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୯୫ ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ହେଁ ୨୦୦ ଜଣଙ୍କୁ ୧୨ ଲକ୍ଷ ୪୮ ହଜାର ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ଷତିପୂରଣ ଟଙ୍କା ଜମା କରାଯାଉଛି ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...