ଫକୀରମୋହନ ଓ ଭୀମଭୋଇଙ୍କ ନାମରେ ମେଡିକାଲ କଲେଜ

0
406
vima bhoi medical college inagurated
vima bhoi medical college inagurated

ଭୁବନେଶ୍ୱର : ରାଜ୍ୟରେ ନୂତନ କରି ହେଉଥିବା ୨ଟି ମେଡିକାଲ କଲେଜର ନାମ କରଣ କରିଛନ୍ତି ସରକାର । ବାଲେଶ୍ୱର ଠାରେ ହେବାକୁ ଥିବା ମେଡିକାଲ କଲେଜର ନାମ ପକୀରମୋହନ ମେହିକାଲ କଳେଜ ଓ ହସ୍ପିଟାଲ ରଖାଯାଇଥିବା ବେଳେ ବଲାଙ୍ଗୀର ଠାରେ ହେବାକୁ ଥିବା ମେଡିକାଲ କଲେଜର ନାମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି ।

ଏ ସଂପର୍କିତ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମୋହର ପରେ ଦୁଇଟି ମେଡିକାଲ କଲେଜର ନାମକରଣ କରାଯାଇଥିବା ଜଣାପଡିଛି ।