ଏଟିଏମ୍ ପାଇଁ ନୁଆ ନିୟମ : ରାତି ୯ଟା ପରେ ଭର୍ତ୍ତି ହେବନି ଟଙ୍କା

0
490
atm cash van
atm cash van
ନୂଆଦିଲ୍ଲୀ : ସହରରେ ରାତି ୯ଟା ପରେ ଏବଂ ଗ୍ରାମାଂଚଳରେ ସନ୍ଧ୍ୟା ୬ଟା ପରେ ଏଟିଏମ୍ ଗୁଡ଼ିକରେ ଆଉ କ୍ୟାସ ଭର୍ତ୍ତି କରାଯିବ ନାହିଁ ।  ଶେଷରେ ସରକାର ଏଟିଏମ୍ ସମ୍ପର୍କିତ ନିୟମ ଲାଗୁ କରିଛନ୍ତି ।

ଏଥିରେ କୁହାଯାଇଛି ଯେ ସହରରେ ରାତି ୯ଟା ପରେ ଏବଂ ଗ୍ରାମାଂଚଳରେ ସନ୍ଧ୍ୟା ୬ଟା ପରେ ଏଟିଏମ୍ ଗୁଡ଼ିକରେ ଆଉ କ୍ୟାସ ଭର୍ତ୍ତି କରାଯିବ ନାହିଁ । ଗୋଟିଏ କ୍ୟାସ ଭ୍ୟାନ ଥରକରେ ୫ କୋଟିରୁ ଅଧିକ ଟଙ୍କା ନେଇ ଯାଇପାରିବ ନାହିଁ । ଟଙ୍କା ନେଉଥିବା କର୍ମଚାରୀଙ୍କ ଆଧାର ଭେରିଫିକେଶନ ହେବା ସହିତ ଆକ୍ରମଣରୁ ବର୍ତ୍ତିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।

ଗ୍ରାମାଂଚଳରେ ସନ୍ଧ୍ୟା ୬ଟା ପରେ ଆଉ ଏଟିଏମରେ ଟଙ୍କା ଭର୍ତ୍ତି କରାଯିବ ନାହିଁ । ସମସ୍ତ କ୍ୟାସ ଭ୍ୟାନରେ ସିକ୍ୟୁରିଟି ଆଲାରମ ଏବଂ ମୋଟରାଇଜଡ଼ ସାଇରନ ଲଗାଯିବ । ପ୍ରତ୍ୟେକ କ୍ୟାସ ଭ୍ୟାନରେ ଏବେ ସିସିଟିଭି, ଲାଇଭ ଜିପିଏସ ଟ୍ରାକିଙ୍ଗ ଏବଂ ଦୁଇଜଣ ବନ୍ଧୁକଧାରୀ ଗାର୍ଡ଼ ଉପସ୍ଥିତ ରହିବେ । ସିକ୍ୟୁରିଟି ଗାର୍ଡ଼ଙ୍କ ପାଖରେ ଥିବା ବନ୍ଧୁକ ଦୁଇ ବର୍ଷରେ ଥରେ ଟେଷ୍ଟ ଫାୟାରିଙ୍ଗ ହେବ ଏବଂ ସେମାନଙ୍କ ନିକଟରେ ଥିବା ବୁଲେଟ ପ୍ରତ୍ୟେକ ଦୁଇ ବର୍ଷରେ ବଦଳିଯିବ ।

ଶେଷରେ ସରକାର ଏଟିଏମ୍ ସମ୍ପର୍କିତ ନିୟମ ଲାଗୁ କରିଛନ୍ତି । ଏଥିରେ କୁହାଯାଇଛି ଯେ ସହରରେ ରାତି ୯ଟା ପରେ ଏବଂ ଗ୍ରାମାଂଚଳରେ ସନ୍ଧ୍ୟା ୬ଟା ପରେ ଏଟିଏମ୍ ଗୁଡ଼ିକରେ ଆଉ କ୍ୟାସ ଭର୍ତ୍ତି କରାଯିବ ନାହିଁ । ଗୋଟିଏ କ୍ୟାସ ଭ୍ୟାନ ଥରକରେ ୫ କୋଟିରୁ ଅଧିକ ଟଙ୍କା ନେଇ ଯାଇପାରିବ ନାହିଁ । ଟଙ୍କା ନେଉଥିବା କର୍ମଚାରୀଙ୍କ ଆଧାର ଭେରିଫିକେଶନ ହେବା ସହିତ ଆକ୍ରମଣରୁ ବର୍ତ୍ତିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।