ରେକର୍ଡ ନିଶାରେ ୬୯ ପିଲା…

0
382
woman gave birth to 69 children
woman gave birth to 69 children

ମାଆ ହେବା ସବୁ ମହିଳାଙ୍କ ପାଇଁ ସୌଭାଗ୍ୟର ବିଷୟ । ପିଲାଟିଏ ପାଇଁ ମହିଳା କେତେ ଠାକୁରଙ୍କୁ ପୂଜା କରିଥାନ୍ତି । ଗୋଟିଏ କିମ୍ବା ଦୁଇଟି ପିଲା ହେଲେ ମହିଳା ଜଣଙ୍କ ଆତ୍ମ ସନ୍ତୋଷ ଲାଭ କରନ୍ତି । କିନ୍ତୁ ପିଲା ଜନ୍ମ କରିବା ଏକ ନିଶା ପାଲଟି ଯାଏ ଏଭଳି କଥା ବିଶ୍ୱାସ ହେଉନାହିଁ । କିନ୍ତୁ ଏଭଳି ଏକ ଘଟଣା ଘଟିଥିଲା ଋଷରେ ।

ଜଣେ ମହିଳା ରେକର୍ଡ ନିଶାରେ ୬୯ଟି ପିଲା ଜନ୍ମ କରିଥିଲେ । ଋଷର ଶୂୟା ଅଂଚଳର ଫୟୋଡର ବସିଲିଓ ନାମକ ସେହି ମହିଳା ୨୭ ଥରରେ ୬୯ ପିଲାଙ୍କୁ ଜନ୍ମ ଦେଇଥିଲେ । ୧୬ ଥର ଜମଜ ସନ୍ତାନ ହୋଇଥିବା ବେଳେ ୭ ଥର ୩ଟି ଲେଖାଏଁ ଓ ୪ ଥର ୪ଟି ଲେଖାଏଁ ସନ୍ତାନ ଜନ୍ମ ଦେଇଥିଲେ ।